ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧୁଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧୁଆ   ବିଶେଷ୍ୟ

ଅର୍ଥ : ବତୁରେଇବା କ୍ରିୟା

ଉଦାହରଣ : କେତେକ ମଞ୍ଜିକୁ ବୁଣିବା ପୂର୍ବରୁ ତାକୁ ବତୁରା ଯାଇଥାଏ

ସମକକ୍ଷ : ବତୁରା

तर करने या भिगाने की क्रिया।

कुछ बीजों को बोने से पूर्व उनकी तराई की जाती है।
आसेक, आसेचन, तराई, भिगाई

The act of making something wet.

wetting

ଧୁଆ   ବିଶେଷଣ

ଅର୍ଥ : ଧୁଆ ହୋଇଥିବା

ଉଦାହରଣ : ରମେଶ ଧୁଆ ଲୁଗା ଖରାରେ ଶୁଖାଉଛି

ସମକକ୍ଷ : ଧୈତ

धोया हुआ।

रमेश धौत वस्त्र को धूप में सूखा रहा है।
धोया, धोया हुआ, धौत

Clean by virtue of having been washed in water.

washed, water-washed