ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧାର କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧାର କରିବା   କ୍ରିୟାପଦ

ଅର୍ଥ : ହତିଆରଗୁଡ଼ିକୁ ପଥର ଉପରେ ଘଷି ଧାର କରିବା

ଉଦାହରଣ : ମଜୁରିଆ କୋଦାଳ ଧାର କରୁଛି

ସମକକ୍ଷ : ଦାଢ଼ କରିବା, ପଜାଇବା, ଶାଣ କରିବା

औंजारों आदि को पत्थर पर रगड़कर तेज करना।

मजदूर खुरपे को पथर रहा है।
पथरना

ଅର୍ଥ : ବାଲିରେ ଘଷି କାଟିବା ବା ଉପର ଅଂଶ କମ୍‌ କରିବା

ଉଦାହରଣ : ସେ ଚାରା କାଟିବା ପାଇଁ ଛୁରୀରେ ଶାଣ ଦେଉଛି

ସମକକ୍ଷ : ଦାଢ଼ କରିବା, ଶାଣକରିବା, ଶାଣଦେବା, ଶାଣିତ କରିବା

रेती से रगड़कर काटना या ऊपरी अंश कम करना।

वह चारा काटने के लिए गड़ासे को रेत रहा है।
रेतना

Make sharp or sharper.

Sharpen the knives.
sharpen

ଅର୍ଥ : କୌଣସି ହତିଆର ଆଦିର ପ୍ରାନ୍ତକୁ ରଗଡ଼ିକରି ଧାର କରିବା

ଉଦାହରଣ : କୃଷକ କୋଦାଳର ଦାଢ଼କୁ ଧାର କରୁଛି

ସମକକ୍ଷ : ତୀକ୍ଷ୍‌ଣ କରିବା, ତେଜ କରିବା

किसी हथियार आदि की धार को रगड़कर तेज करना।

किसान कुदाल की धार को पैना कर रहा है।
पैना करना, पैनाना

Make sharp or sharper.

Sharpen the knives.
sharpen