ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତୀକ୍ଷ୍‌ଣ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତୀକ୍ଷ୍‌ଣ କରିବା   କ୍ରିୟାପଦ

ଅର୍ଥ : କୌଣସି ହତିଆର ଆଦିର ପ୍ରାନ୍ତକୁ ରଗଡ଼ିକରି ଧାର କରିବା

ଉଦାହରଣ : କୃଷକ କୋଦାଳର ଦାଢ଼କୁ ଧାର କରୁଛି

ସମକକ୍ଷ : ତେଜ କରିବା, ଧାର କରିବା

किसी हथियार आदि की धार को रगड़कर तेज करना।

किसान कुदाल की धार को पैना कर रहा है।
पैना करना, पैनाना

Make sharp or sharper.

Sharpen the knives.
sharpen