ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧାନବିଲ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧାନବିଲ   ବିଶେଷ୍ୟ

ଅର୍ଥ : ଧାନର ଫସଲ ବୁଣାହେଉଥିବା ଖେତ

ଉଦାହରଣ : ଧାନବିଲରେ ଧାନଫସଲ ବ୍ୟତୀତ ଆଖୁ ଚାଷ ହୋଇଥାଏ

ସମକକ୍ଷ : ଧାନଜମି

वह खेत जिसमें धान की फसल बोई गई हो।

धनखर में धान की फसल के बाद गन्ने की खेती की जाती है।
धनकर, धनखर, व्रीही

A field where grain is grown.

grain field, grainfield

ଅର୍ଥ : ଗୋଟିଏ ପ୍ରକାରର ବଳୁଆ ମାଟି

ଉଦାହରଣ : ଧାନବିଲରେ ଧାନ ବୁଣାଯାଉଛି

ସମକକ୍ଷ : ଧାନଜମି

एक प्रकार की कड़ी मिट्टी।

धनकर में धान बोया जाता है।
धनकर, धनखर