ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧାତୁଶାସ୍ତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧାତୁଶାସ୍ତ୍ର   ବିଶେଷ୍ୟ

ଅର୍ଥ : ବିଜ୍ଞାନର ଏହି ବିଭାଗ ଯେଉଁଥିରେ ଧାତୁପିଣ୍ଡରୁ ଧାତୁର ଉତ୍ପାଦନ, ସଂଶୋଧନ, ମିଶ୍ରଧାତୁ ତିଆରି ଏବଂ ଅଭିଯାନ୍ତ୍ରିକ ଉପଯୋଗିତା ଆଦି ସମ୍ପର୍କରେ ଅଧ୍ୟୟନ କରାଯାଏ

ଉଦାହରଣ : ଦୈନନ୍ଦିନ ଜୀବନରେ ଧାତୁବିଜ୍ଞାନର ମହତ୍ୱପୂର୍ଣ୍ଣ ଅବଦାନ ରହିଛି

ସମକକ୍ଷ : ଧାତୁବିଜ୍ଞାନ, ଧାତୁବିଦ୍ୟା

विज्ञान की वह शाखा जिसमें अयस्क से धातु का उत्पादन,संशोधन,मिश्रधातु बनाने तथा अभियांत्रिकी उपयोगिता आदि के बारे में अध्ययन किया जाता हो।

रोज़मर्रा की ज़िंदगी में धातु विज्ञान का महत्वपूर्ण योगदान है।
धातु विज्ञान, धातु विद्या, धातु शास्त्र, धातु-विज्ञान, धातुकी, धातुविज्ञान, धातुशास्त्र

The science and technology of metals.

metallurgy