ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧର୍ମଶାଳା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧର୍ମଶାଳା   ବିଶେଷ୍ୟ

ଅର୍ଥ : ଯାତ୍ରୀମାନଙ୍କ ରହିବାପାଇଁ ଧର୍ମାର୍ଥରେ କରାଯାଇଥିବା ଘର

ଉଦାହରଣ : ଆମେ ବାରଣାସୀର ଗୋଟିଏ ଧର୍ମଶାଳାରେ ରହିଥିଲୁ

ସମକକ୍ଷ : ଜନାଶ୍ରୟ

यात्रियों के टिकने के लिए धर्मार्थ बनाया हुआ मकान।

हम वाराणसी में एक धर्मशाला में ठहरे हुए थे।
जनाश्रय, धर्म-शाला, धर्मशाला

A hotel providing overnight lodging for travelers.

auberge, hostel, hostelry, inn, lodge

ଅର୍ଥ : ଭାରତର ହିମାଚଳ ପ୍ରଦେଶର ଏକ ସହର

ଉଦାହରଣ : କାଙ୍ଗଡ଼ା ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ଧର୍ମଶାଳା ସହରରେ ଅବସ୍ଥିତ

ସମକକ୍ଷ : ଧର୍ମଶାଳା ସହର

भारत के हिमाचल प्रदेश प्रांत का एक शहर।

काँगड़ा जिले का मुख्यालय धर्मशाला में है।
धर्मशाला, धर्मशाला शहर