ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧମାକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧମାକା   ବିଶେଷ୍ୟ

ଅର୍ଥ : ହାତୀ ଉପରୁ ଚଳା ଯାଉଥିବା ଗୋଟିଏ ପ୍ରକାରର ବଡ଼ ତୋପ

ଉଦାହରଣ : ପ୍ରାଚୀନ କାଳରେ ଯୁଦ୍ଧରେ ଧମାକାର ବ୍ୟବହାର ହେଉଥିଲା

हाथी पर से चलायी जानेवाली एक प्रकार की बड़ी तोप।

प्राचीन समय में युद्ध में धमाके का प्रयोग होता था।
धमाका

ଅର୍ଥ : ଗୋଳାବାରୁଦ ଆଦି ଫୁଟି ହେଉଥିବା ଶବ୍ଦ

ଉଦାହରଣ : ଜୋରରେ ବିସ୍ଫୋଟନ ହେଲା ଏବଂ ଦେଖୁ ଦେଖୁ ଏକ ବିରାଟ ଅଟ୍ଟାଳିକା ମାଟିରେ ମିଶିଗଲାବମ୍‌ ବିସ୍ଫୋଟନ ଶୁଣି ଭିଡ଼ ଛିନ୍ନ-ଛତ୍ର ହୋଇଗଲା

ସମକକ୍ଷ : ବିସ୍ଫୋଟନ

गोले, बारूद आदि के फटने से होने वाला शब्द।

एक जोर का विस्फोट हुआ और देखते ही देखते एक बड़ी इमारत मटियामेट हो गई।
बम का विस्फोट सुनकर भीड़ तितर-बितर हो गई।
धमाका, विस्फोट

A sudden very loud noise.

bam, bang, blast, clap, eruption

ଅର୍ଥ : ଖୁବ ଜୋରରେ ଫୁଟିବାର ଶବ୍ଦ

ଉଦାହରଣ : ବୋମା ଫୁଟିବା ମାତ୍ରେ ଧମାକା ହେଲା

ସମକକ୍ଷ : ପ୍ରଚଣ୍ଡଶବ୍ଦ ହେବା

धमाके का शब्द।

बम फटते ही एक धड़ाका हुआ।
धड़ाक, धड़ाका

The noise caused by an explosion.

The explosion was heard a mile away.
explosion