ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧନବାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧନବାନ   ବିଶେଷଣ

ଅର୍ଥ : ଧନୀ ବା ଧନବାନ ଭଳିଆ ବା ଯାହାଠାରେ ଧନିକ ଆଚରଣ ଥାଏ

ଉଦାହରଣ : ନବାବଙ୍କ ଧନିକ ସ୍ୱଭାବ ତାଙ୍କ ପ୍ରତ୍ୟେକ ହରକତରୁ ସାବ୍ୟସ୍ତ ହେଉଛି

ସମକକ୍ଷ : ଧନିକ

अमीरों या धनवानों जैसा या जिससे अमीरी प्रगट हो।

नवाबों का अमीराना अंदाज उनकी हर हरकतों से ज़ाहिर होता था।
अमीराना, अमीरी

Of size and dignity suggestive of a statue.

stately, statuesque

ଅର୍ଥ : ଯାହାଙ୍କ ପାଖରେ ଧନ ଦୌଲତ ଅଛି ବା ଯେ ଧନ ସମ୍ପର୍ଣ୍ଣ

ଉଦାହରଣ : ଧନାଢ଼୍ୟ ବ୍ୟକ୍ତିମାନଙ୍କ ସ୍ୱଭାବ ଫଳନ୍ତି ଗଛ ପରିହେବା ଉଚିତ

ସମକକ୍ଷ : ଐଶ୍ୱର୍ଯ୍ୟଶାଳୀ, ଧନବନ୍ତ, ଧନାଢ଼୍ୟ, ଧନୀ, ସମ୍ପତ୍ତିବାନ

Possessing material wealth.

Her father is extremely rich.
Many fond hopes are pinned on rich uncles.
rich