ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦ୍ୱୀପ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦ୍ୱୀପ   ବିଶେଷ୍ୟ

ଅର୍ଥ : ଚାରିପାଖ ଜଳଦ୍ୱାରା ଘେରାହୋଇଥିବା ସ୍ଥଳ ବା ଜମି ଯାହା ମହାଦ୍ୱୀପ ଠାରୁ ଛୋଟ

ଉଦାହରଣ : ସମୁଦ୍ରରେ ବହୁ ଛୋଟ ବଡ଼ ଦ୍ୱୀପ ଅଛି

ସମକକ୍ଷ : ଅନ୍ତରୀପ, ଟାପୁ

चारों ओर जल से घिरा हुआ वह स्थल या जमीन जो महाद्वीप से छोटा हो।

समुद्र में छोटे-बड़े कई द्वीप हैं।
अंतरीप, अन्तरीप, आइलैंड, आइलैण्ड, जज़ीरा, जजीरा, टापू, द्वीप

A land mass (smaller than a continent) that is surrounded by water.

island