ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଟାପୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଟାପୁ   ବିଶେଷ୍ୟ

ଅର୍ଥ : ଭୂମି ଉପରେ ଘୋଡ଼ା ପାଦ ପଡ଼ିବାର ଶଦ୍ଦ

ଉଦାହରଣ : ଶତ୍ରୁଙ୍କ ଘୋଡ଼ା ଟାପୁ ଶଦ୍ଦ ଶୁଣି ସୈନିକମାନେ ସତର୍କ ହୋଇଗଲେ

घोड़े के पैरों के ज़मीन पर पड़ने का शब्द।

शत्रु के घोड़ों की टाप सुनकर सैनिक सतर्क हो गए।
टाप, टिक टिक, टिक-टिक, टिकटिक, टिक् टिक्, टिक्-टिक्

ଅର୍ଥ : ଛୋଟଦ୍ୱୀପ

ଉଦାହରଣ : ଏହି ନଦୀରେ ଗୋଟିଏ ଟାପୁ ବି ରହିଛି

ସମକକ୍ଷ : ଚଡ଼ା

छोटा द्वीप।

इस नदी में एक टापू भी है।
छोटा द्वीप, टापू, माँझा, मांझा

A small island.

isle, islet

ଅର୍ଥ : ଚାରିପାଖ ଜଳଦ୍ୱାରା ଘେରାହୋଇଥିବା ସ୍ଥଳ ବା ଜମି ଯାହା ମହାଦ୍ୱୀପ ଠାରୁ ଛୋଟ

ଉଦାହରଣ : ସମୁଦ୍ରରେ ବହୁ ଛୋଟ ବଡ଼ ଦ୍ୱୀପ ଅଛି

ସମକକ୍ଷ : ଅନ୍ତରୀପ, ଦ୍ୱୀପ

चारों ओर जल से घिरा हुआ वह स्थल या जमीन जो महाद्वीप से छोटा हो।

समुद्र में छोटे-बड़े कई द्वीप हैं।
अंतरीप, अन्तरीप, आइलैंड, आइलैण्ड, जज़ीरा, जजीरा, टापू, द्वीप

A land mass (smaller than a continent) that is surrounded by water.

island

ଅର୍ଥ : ଘୋଡ଼ା ଗୋଡର ନିମ୍ନଭାଗ

ଉଦାହରଣ : ଘୋଡ଼ା ଟାପୁ ତଳେ ମେଣ୍ଢାଛୁଆଟି ଦଳି ହୋଇଗଲା

घोड़े के पैर का निचला भाग।

घोड़े की टापों के नीचे आया हुआ मेमना कुचल गया।
अश्वखुर, टाप, सुम

The horny covering of the end of the foot in ungulate mammals.

hoof