ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦ୍ରୋଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦ୍ରୋଣ   ବିଶେଷ୍ୟ

ଅର୍ଥ : ବୈଦିକ ଯୁଗର ଗୋଟିଏ କାଠ ବାସନ

ଉଦାହରଣ : ଦ୍ରୋଣକଳସରେ ସୋମରସ ରଖା ଯାଇଥିଲା

ସମକକ୍ଷ : ଦ୍ରୋଣକଳସ

वैदिक युग में काठ का एक बरतन।

द्रोण में सोमरस रखा जाता था।
द्रोण, द्रोणकलश

ଅର୍ଥ : ମହାଭାରତ ସମୟର ପ୍ରସିଦ୍ଧ ବ୍ରାହ୍ମଣ ବୀର ଯିଏ ଭରଦ୍ୱାଜ ଋଷିଙ୍କ ପୁତ୍ର ଥିଲେ

ଉଦାହରଣ : ଅର୍ଜୁନ ଦ୍ରୋଣାଚାର୍ଯ୍ୟଙ୍କର ପ୍ରିୟ ଶିଷ୍ୟ ଥିଲେ

ସମକକ୍ଷ : କୁମ୍ଭଜ, ଦ୍ରୋଣାଚାର୍ଯ୍ୟ

महाभारत काल के प्रसिद्ध ब्राह्मण वीर जो भरद्वाज ऋषि के पुत्र थे।

अर्जुन द्रोणाचार्य के प्रिय शिष्य थे।
कुंभज, कुम्भज, द्रोण, द्रोणाचार्य, भारद्वाज

An imaginary being of myth or fable.

mythical being

ଅର୍ଥ : ଯେଉଁ ନୌକା ଆକାରରେ ବଡ଼

ଉଦାହରଣ : ମାଲ ଲଦା ହୋଇଥିବା ଏକ ବୋଇତ ପାଣିରେ ବୁଡ଼ିଗଲା

ସମକକ୍ଷ : ଡଙ୍ଗା, ବୋଇତ, ବଡ଼ ନୌକା

वह नाव जो आकार में बड़ी हो।

माल लदी एक बड़ी नौका पानी में डूब गई।
डोंगा, द्रोण, बड़ी नौका

A canoe made by hollowing out and shaping a large log.

dugout, dugout canoe, pirogue