ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦ୍ରାବିଡ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦ୍ରାବିଡ   ବିଶେଷ୍ୟ

ଅର୍ଥ : ଯେଉଁ ଦକ୍ଷିଣ ଭାରତ ଓଡିଶାର ଦକ୍ଷିଣ ପୂର୍ବ ସାଗର କୂଳରେ କୂଳରେ ରାମେଶ୍ବର ପର୍ଯ୍ୟନ୍ତ ପ୍ରସାରିତ

ଉଦାହରଣ : ମୋ ପଡୋଶୀ ଦ୍ରାବିଡ ଅଞ୍ଚଳର ଅଧିବାସୀ

ସମକକ୍ଷ : ଦ୍ରାବିଡ ଅଞ୍ଚଳ, ଦ୍ରାବିଡ ପ୍ରାନ୍ତ

दक्षिण भारत जो उड़ीसा के दक्षिण पूर्वी सागर के किनारे रोमेश्वर तक फैला है।

मेरे पड़ोसी द्रविड़ के रहने वाले हैं।
द्रविड़

ଅର୍ଥ : ଦ୍ରାବିଡ ଦେଶର ନିବାସୀ

ଉଦାହରଣ : ଏହା ଦ୍ରାବିଡମାନଙ୍କ ବସ୍ତି

ସମକକ୍ଷ : ଦ୍ରାବିଡୀୟ

द्रविड़ देश में रहनेवाला व्यक्ति।

यह द्रविड़ों की बस्ती है।
द्रविड़

ଅର୍ଥ : ବ୍ରାହ୍ମଣଙ୍କର ଏକ ବିଭାଗ

ଉଦାହରଣ : ଆମ ପ୍ରାଧ୍ୟାପକ ଏ.ଏମ. ରାଓ ଦ୍ରାବିଡ ବ୍ରାହ୍ମଣ

ସମକକ୍ଷ : ଦ୍ରାବିଡ ବ୍ରାହ୍ମଣ

ब्राह्मणों का एक विभाग।

हमारे प्राध्यापक ए एम राव द्रविड़ ब्राह्मण हैं।
द्रविड़, द्रविड़ ब्राह्मण

The highest of the four varnas: the priestly or sacerdotal category.

brahman, brahmin