ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦ୍ରାକ୍ଷା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦ୍ରାକ୍ଷା   ବିଶେଷ୍ୟ

ଅର୍ଥ : ଲତାରେ ଫଳୁଥିବା ଏକ ପ୍ରକାର ମିଠା ରସାଳ ଫଳ

ଉଦାହରଣ : ଅଙ୍ଗୁରରୁ ମଦ ମଧ୍ୟ ବନାଯାଏ

ସମକକ୍ଷ : ଅଙ୍ଗୁର

एक प्रकार का मीठा रसीला फल जो लताओं में लगता है।

अंगूर से शराब भी बनाई जाती है।
अंगूर, अमृतफला, दाख, द्राक्षा, मधुरसा, रसा

Any of various juicy fruit of the genus Vitis with green or purple skins. Grow in clusters.

grape

ଅର୍ଥ : ଏକ ପ୍ରକାର ଲତା ଯେଉଁଥିରୁ ମିଠା, ରସଯୁକ୍ତ ଫଳ ମିଳେ

ଉଦାହରଣ : ନାସିକରେ ବହୁତ ଅଙ୍ଗୁର କ୍ଷେତ ଅଛି

ସମକକ୍ଷ : ଅଙ୍ଗୁର, ଦ୍ରାକ୍ଷାଲତା

एक प्रकार की लता जिसमें मीठा, रसीला फल लगता है।

नासिक में अंगूर की बहुत खेती होती है।
अंगूर, अमृतफला, दाख लता, द्राक्ष लता, मधुरसा, रसा

Any of numerous woody vines of genus Vitis bearing clusters of edible berries.

grape, grape vine, grapevine