ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦେୱାନୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦେୱାନୀ   ବିଶେଷ୍ୟ

ଅର୍ଥ : ଦେୱାନଙ୍କ ପଦ

ଉଦାହରଣ : ଦେୱାନୀ ଛଡ଼ାଇନେବାକୁ ରାଜାଙ୍କର ପୂରା ଅଧିକାର ଥିଲା

ସମକକ୍ଷ : ଦେବାନୀ

दीवान का पद।

राजाओं को दीवानी छीनने का पूरा अधिकार था।
दीवानी

ଦେୱାନୀ   ବିଶେଷଣ

ଅର୍ଥ : ଦେୱାନୀ ନ୍ୟାୟାଳୟ ସହ ସମ୍ବନ୍ଧିତ

ଉଦାହରଣ : ସେ ନିଜ ପୁଅମାନଙ୍କ ବିରୋଧରେ ଦେବାନୀ ମକଦମା ଲଢ଼ି ଥିଲେ

ସମକକ୍ଷ : ଦେବାନୀ

दीवानी न्यायालय से संबंधित या दिवानी न्यायालय का।

वे अपने बेटों के विरुद्ध दीवानी मुकदमा लड़ते रहे।
असैनिक, दिवानी, दीवानी