ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦେହପୋଛା କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦେହପୋଛା କରିବା   କ୍ରିୟାପଦ

ଅର୍ଥ : ଓଦାବସ୍ତ୍ରକୁ ଚିପୁଡି ଦେହକୁ ପୋଛିବା ବା ସଫା କରିବା

ଉଦାହରଣ : ନବଜାତ ଶିଶୁଙ୍କୁ ସାଧାରଣତଃ ଗାଧୋଇଦେବା ପରିବର୍ତ୍ତେ ଦେହପୋଛା କରାଯାଏ

गीले वस्त्र को फेर कर शरीर को पोछना या साफ करना।

नवजात बच्चों को अक्सर नहलाने की बजाय अँगोछते हैं।
अँगोछना, अंगोछना

Wipe with a towel.

Towel your hair dry.
towel