ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦେଲାବାଲା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦେଲାବାଲା   ବିଶେଷ୍ୟ

ଅର୍ଥ : କୌଣସି ବସ୍ତୁ ଆଦି ଦେଉଥିବା ବ୍ୟକ୍ତି ବା ଯେ କିଛି ଦିଏ

ଉଦାହରଣ : କେହି ଦେଲାବାଲା ଥିଲେ ମୁଁ ରାସନ ଦୋକାନରୁ ଖାଲି ହାତରେ ଫେରି ନଥାନ୍ତି

ସମକକ୍ଷ : ଦାତା, ପ୍ରଦାନକାରୀ

कोई वस्तु आदि दिलाने वाला व्यक्ति या वह जो कुछ दिलाए।

कोई दिलवैया होता तो मैं राशन की दुकान से खाली हाथ नहीं आता।
दिलवैया