ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦେବଦୂତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦେବଦୂତ   ବିଶେଷ୍ୟ

ଅର୍ଥ : ଯେଉଁ ଧର୍ମାଚାର୍ଯ୍ୟ ଈଶ୍ୱରଙ୍କ ବାର୍ତ୍ତା ନେଇ ମନୁଷ୍ୟମାନଙ୍କ ପାଖକୁ ଆସିଥିଲେ ବୋଲି ବିଶ୍ୱାସ କରାଯାଏ(ବିଶେଷ କରି ମୁସଲିମ୍)

ଉଦାହରଣ : ଈସା, ମହମ୍ମଦ, ମୂସାଆଦିଙ୍କୁ ପୈଗମ୍ବର ବୋଲି ବିଚାର କରାଯାଏ

ସମକକ୍ଷ : ପୈଗଂବର, ପୈଗମ୍ବର, ରସୁଲ

वह जो ईश्वर का संदेश लेकर मनुष्यों के पास आने वाला माना जाता हो (विशेषकर मुस्लिम)।

ईसा, मुहम्मद, मूसा आदि पैग़ंबर माने जाते हैं।
कुछ लोग साईं बाबा को देवदूत मानते हैं।
ईश्वरदूत, देवदूत, नबी, पैगंबर, पैगम्बर, पैग़ंबर, रसूल

Someone who speaks by divine inspiration. Someone who is an interpreter of the will of God.

prophet

ଅର୍ଥ : ଇସଲାମ ଧର୍ମ ଅନୁସାରେ ଆଲ୍ଲାଙ୍କ ଦୂତ

ଉଦାହରଣ : ନକୀର ତଥା ମୁନକିର ନାମକ ଦେବଦୂତ କବରରେ ଶବମାନଙ୍କୁ ପ୍ରଶ୍ନ ପଚାରନ୍ତି

ସମକକ୍ଷ : ଫରିସ୍ତା

इस्लाम के अनुसार अल्लाह का दूत।

नकीर तथा मुनकिर नामक फरिश्ते कब्र में मुरदे से सवाल पूछते हैं।
फरिश्ता, फ़रिश्ता