ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦେଖାଚାହାଁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦେଖାଚାହାଁ   ବିଶେଷ୍ୟ

ଅର୍ଥ : କୌଣସି କାମ, କଥା କିମ୍ବା ବ୍ୟବହାରକୁ ସୂକ୍ଷ୍ମ ଭାବରେ ଦେଖିବାର କ୍ରିୟା

ଉଦାହରଣ : ସେ କ୍ଷେତର କାମ ନିରୀକ୍ଷଣ କରୁଥିଲା

ସମକକ୍ଷ : ତଦାରଖ, ନିରୀକ୍ଷଣ, ପର୍ଯ୍ୟୟବେକ୍ଷଣ

किसी काम, बात या व्यवहार को बारीक़ी से जाँचने की क्रिया।

वह खेत के काम का निरीक्षण कर रहा था।
अवेक्षण, निरीक्षण, पर्यवेक्षण, मुआइना, मुआयना, मुलाहज़ा, मुलाहजा, मुलाहिज़ा, मुलाहिजा, वीक्षण

Management by overseeing the performance or operation of a person or group.

oversight, superintendence, supervising, supervision

ଅର୍ଥ : ବିବାହ ସମ୍ବନ୍ଧ ସ୍ଥିର କରିବାପାଇଁ ବର ଓ କନ୍ୟାଙ୍କୁ ଦେଖାଇବାର କ୍ରିୟା

ଉଦାହରଣ : ଦେଖାଚାହାଁ ପରେ ହିଁ ବିବାହ ଦିନ ନିଶ୍ଚିତ କରାଯିବ

विवाह संबंध स्थिर रखने के लिए वर या कन्या को देखने की क्रिया।

बरेखी के बाद ही विवाह का दिन निश्चित किया जाएगा।
बरेखी

ଅର୍ଥ : ଏହା ଦେଖିବାର କ୍ରିୟା ଯେ ସବୁ ବିଷୟଗୁଡ଼ିକ ଠିକ ଅଛି କି ନାହିଁ

ଉଦାହରଣ : ରାମର ପର୍ଯ୍ୟବେକ୍ଷଣରେ ଏହି କାମ ହେଉଛି

ସମକକ୍ଷ : ନିରୀକ୍ଷଣ, ପର୍ଯ୍ୟବେକ୍ଷଣ

यह देखने की क्रिया कि सब बातें ठीक हैं या नहीं।

यह काम राम की निगरानी में हो रहा है।
अभिगुप्ति, देख-रेख, देखरेख, नजर, नज़र, निगरानी, निगहबानी, निरीक्षण, पर्यवेक्षण, संभार, सम्भार

Attention and management implying responsibility for safety.

He is in the care of a bodyguard.
care, charge, guardianship, tutelage