ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୃଶ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୃଶ୍ୟ   ବିଶେଷ୍ୟ

ଅର୍ଥ : ଆଖି ସାମନାରେ ଦେଖାଯାଉଥିବା ପଦାର୍ଥ, ଘଟଣା ବା ସ୍ଥଳ

ଉଦାହରଣ : ସୂର୍ଯ୍ୟାସ୍ତର ଦୃଶ୍ୟ ବହୁତ ସୁନ୍ଦର ବର୍ଷା କାରଣରୁ ବାହାରର ଦୃଶ୍ୟ ସ୍ପଷ୍ଟ ନ ଥିଲା

वह पदार्थ, घटना या स्थल आदि जो आँखों के सामने हो।

सूर्यास्त का दृश्य बहुत ही सुंदर था।
बारिश के कारण बाहर का दृश्य स्पष्ट नहीं था।
झाँकी, दृश्य, नज़ारा, नजारा, परिदृश्य, मंजर, मंज़र, समा, समाँ, समां, सीन

The visual percept of a region.

The most desirable feature of the park are the beautiful views.
aspect, panorama, prospect, scene, view, vista

ଅର୍ଥ : ନାଟକଆଦିର କୌଣସି ଅଙ୍କର ଏକ ଭାଗ ଯାହା ଥରକେ ଦୃଶ୍ୟମାନ ହୁଏ ଏବଂ ଯେଉଁଥିରେ କୌଣସି ଗୋଟିଏ ଘଟଣାର ଅଭିନୟ ହୁଏ

ଉଦାହରଣ : ନାଟକର ଅନ୍ତିମ ଦୃଶ୍ୟରେ ହତ୍ୟାକାରୀର ପତ୍ତା ମିଳିଲା

ସମକକ୍ଷ : ସିନ୍‌

नाटक आदि के किसी अंक का वह भाग जो एक बार में एक साथ सामने आता है और जिसमें किसी एक घटना का अभिनय होता है।

नाटक के अन्तिम दृश्य में क़ातिल का पता चला।
दृश्य, सीन

A subdivision of an act of a play.

The first act has three scenes.
scene

ଦୃଶ୍ୟ   ବିଶେଷଣ

ଅର୍ଥ : ଯେଉଁ ଜ୍ଞାନ ଆଖିଦ୍ୱାରା ପ୍ରାପ୍ତ ହୁଏ ବା ଯାହା ଆଖିକୁ ଦିଶେ

ଉଦାହରଣ : ଆକାଶରେ ଦୃଶ୍ୟମାନ ତାରାଙ୍କ ସଂଖ୍ୟା ଅଗଣିତ

ସମକକ୍ଷ : ଚାକ୍ଷୁଷ, ଦୃଶ୍ୟମାନ, ଦୃଷ୍ଟିଗୋଚର, ଦେଖାଯାଉଥିବା

जिसका ज्ञान नेत्रों से हो या जो दिखाई पड़े।

आकाश में दृश्यमान तारों की संख्या अनगिनत है।
चाक्षुष, दिखनेवाला, दृश्य, दृश्यमान, दृष्टिगोचर, द्रष्टव्य

ଅର୍ଥ : ଦେଖି ଥିବା

ଉଦାହରଣ : କବି ନିଜ କବିତାରେ ବିଲୋକିତ ଦୃଶ୍ୟର ବହୁତ ସୁନ୍ଦର ବର୍ଣ୍ଣନା କରିଛନ୍ତି

ସମକକ୍ଷ : ଦୃଶ୍ୟମାନ, ଦୃଷ୍ଟ, ବିଲୋକିତ

जो देख लिया गया हो या देखा हुआ।

कवि ने अपनी कविता में विलोकित दृश्यों का बहुत सुंदर वर्णन किया है।
अवलोकित, ईक्षित, दृष्टिगत, देखा हुआ, लोकित, विलोकित

ଅର୍ଥ : ଯାହା ସ୍ପଷ୍ଟ ଭାବରେ ଦେଖାଯାଏ

ଉଦାହରଣ : ଯୁବା ପିଢ଼ି ଉପରେ ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବ ପରିଲକ୍ଷିତ ହେଉଛି

ସମକକ୍ଷ : ପରିଲକ୍ଷିତ

जो स्पष्ट रूप से दिखाई पड़ रहा हो।

युवा पीढ़ी पर पाश्चात्य सभ्यता का असर परिलक्षित हो रहा है।
परिलक्षित

ଅର୍ଥ : ଦର୍ଶନ କରିବା ବା ଦେଖିବା ଯୋଗ୍ୟ

ଉଦାହରଣ : ସେ ଦର୍ଶନୀୟ ଜାଗାଗୁଡ଼ିକୁ ଭ୍ରମଣ କରିବାକୁ ଯାଇଛି

ସମକକ୍ଷ : ଅବଲୋକନୀୟ, ଦର୍ଶନୀୟ, ଦେଖିବା ଭଳି, ଦେଖିବା ଯୋଗ୍ୟ

Capable of being seen or noticed.

A discernible change in attitude.
A clearly evident erasure in the manuscript.
An observable change in behavior.
discernible, evident, observable