ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୂଷ୍ୟୋଦର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୂଷ୍ୟୋଦର   ବିଶେଷ୍ୟ

ଅର୍ଥ : ଗୋଟିଏ ପ୍ରକାର ପେଟ ରୋଗ

ଉଦାହରଣ : ବାଘ ଆଦି ପଶୁମାନଙ୍କର ନଖ ଏବଂଲୋମ ବା ମଳ,ମୂତ୍ର,ସ୍ତ୍ରୀରଜ ମିଶ୍ରିତ ଖାଦ୍ୟ ଶସ୍ୟ ବା ଘିଅ ଓ ମହୁର ମିଶ୍ରଣ ଖାଇଲେ ତଥା ଦୂଷିତ ପାଣି ପିଇବା କାରଣରୁ ଦୂଷ୍ୟୋଦର ରୋଗ ହୋଇଥାଏ

ସମକକ୍ଷ : ଦୂଷ୍ୟୋଦର ରୋଗ

एक प्रकार का उदर रोग।

दुष्योदर शेर आदि पशुओं के नख और रोएँ या मल, मूत्र, आर्त्तव मिश्रित अन्न या घी और मधु के मिश्रण खाने तथा गंदा पानी पीने के कारण होता है।
दुष्योदर