ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୂରବର୍ତ୍ତୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୂରବର୍ତ୍ତୀ   ବିଶେଷଣ

ଅର୍ଥ : ଯାହା ଅତି ଦୂର

ଉଦାହରଣ : ସୁଦୂର ଗ୍ରାମଗୁଡ଼ିକରେ ପହଞ୍ଚିବାପାଇଁ ଏବେ ବି ପାଦରେ ଚାଲିବାକୁ ପଡ଼ୁଛି

ସମକକ୍ଷ : ବହୁଦୂର, ସୁଦୂର

जो बहुत दूर हो।

सुदूर गाँवों तक पहुँचने के लिए अभी भी पैदल ही चलना पड़ता है।
बहुत दूर, सुदूर, सुदूरवर्ती

ଅର୍ଥ : ଯେଉଁଠି ପହଞ୍ଚିବା କଠିନ ଏବଂ

ଉଦାହରଣ : ଆମେ ରାସ୍ତା ଭୁଲି ଏକ ସୁଦୂର ପର୍ବତୀୟ କ୍ଷେତ୍ରରେ ପହଞ୍ଚିଗଲୁ

ସମକକ୍ଷ : ସୁଦୂର

जहाँ पहुँचना कठिन हो और जो अघना बसा हो।

रास्ता भटककर हमलोग एक सुदूर पर्वतीय क्षेत्र में पहुँच गए।
सुदूर

Inaccessible and sparsely populated.

outback, remote

ଅର୍ଥ : ଦୂରବର୍ତ୍ତୀ ବା ଯାହା ଦୂରରେ ଥାଏ

ଉଦାହରଣ : ସେ ଦୂର ଗାଁରେ ରହେ

ସମକକ୍ଷ : ଦୂର

दूर का या जो दूर या फासले पर हो।

वह दूर गाँव से पढ़ने के लिए शहर आया है।
दूरस्थ ग्रहों को देखने के लिए दूरबीन की आवश्यकता होती है।
असन्निहित, दूर, दूर का, दूरवर्ती, दूरस्थ