ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୂରଦର୍ଶନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୂରଦର୍ଶନ   ବିଶେଷ୍ୟ

ଅର୍ଥ : ଘରେ ବସି ଅନ୍ୟତ୍ର ଘଟୁଥିବା ଦୃଶ୍ୟ ଦେଖିବାର ପ୍ରଣାଳୀ

ଉଦାହରଣ : ଦେଶ ବିଦେଶରେ ଘଟୁଥିବା ଘଟଣାଗୁଡ଼ିକର ସିଧା ପ୍ରସାରଣ ଦୂରଦର୍ଶନ ଲୋକମାନଙ୍କ ପାଖରେ ପହଞ୍ଚାଇଥାଏ

ସମକକ୍ଷ : ଦୂରଦର୍ଶନ ପ୍ରଣାଳୀ

वह प्रणाली जिसमें घर बैठे, उपकरणों से अन्यत्र घटित होते हुए दृश्य देखे जाते हैं।

दूरदर्शन देश-विदेश में घटित हो रही घटनाओं का सीधा प्रसारण जन-जन तक पहुँचाता है।
दूरदर्शन, दूरदर्शन-प्रणाली

A telecommunication system that transmits images of objects (stationary or moving) between distant points.

television, television system

ଅର୍ଥ : ଦୂରରେ ଘଟୁଥିବା ଦୃଶ୍ୟ ଦେଖିବାପାଇଁ ବ୍ୟବହୃତ ଉପକରଣ

ଉଦାହରଣ : ଟେଲିଭିଜନ୍‌ ମନୋରଞ୍ଜନର ଗୋଟିଏ ଉତ୍ତମ ସାଧନ

ସମକକ୍ଷ : ଟିଭି, ଟେଲିଭିଜନ୍‌

वह उपकरण जिससे दूर घटित होने वाले दृश्य दिखाई पड़ते हैं।

टेलीविजन मनोरंजन का एक अच्छा साधन है।
टीवी, टेलिविजन, टेलिविज़न, टेलिवीजन, टेलीविजन, टेलीविज़न, दूर-दर्श, दूरदर्शन

An electronic device that receives television signals and displays them on a screen.

The British call a tv set a telly.
boob tube, goggle box, idiot box, television, television receiver, television set, telly, tv, tv set

ଅର୍ଥ : ଅସ୍ଥାବର ଓ ସ୍ଥାବର ବସ୍ତୁସମୂହଙ୍କ ଛବିସବୁକୁ ଦୂରସ୍ଥାନକୁ ପ୍ରସାରିତ କରୁଥିବା ଦୂରସଞ୍ଚାର ବ୍ୟବସ୍ଥା

ଉଦାହରଣ : ଟେଲିଭିଜନ ଅନୁସାରେ ଏହି ଖବର ମିଥ୍ୟା

ସମକକ୍ଷ : ଟେଲିଭିଜନ, ଟେଲିଭିଜନ ସିଷ୍ଟମ୍, ଦୂରଦର୍ଶନ ତନ୍ତ୍ର

वह दूरसंचार व्यवस्था जो चर तथा अचर वस्तुओं की छवियों को दूरस्थ स्थानों में प्रसारित करती है।

टेलीविजन के अनुसार यह ख़बर झूठी है।
टेलिविजन, टेलिविजन सिस्टम, टेलिविज़न, टेलिविज़न सिस्टम, टेलिवीजन, टेलिवीजन सिस्टम, टेलीविजन, टेलीविजन सिस्टम, टेलीविज़न, टेलीविज़न सिस्टम, दूरदर्शन, दूरदर्शन तंत्र, दूरदर्शन-तंत्र, दूरदर्शन-प्रणाली

A telecommunication system that transmits images of objects (stationary or moving) between distant points.

television, television system