ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୁଶ୍ଚରିତ୍ରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୁଶ୍ଚରିତ୍ରା   ବିଶେଷ୍ୟ

ଅର୍ଥ : ଚରିତ୍ର ସ୍ଖଳନହୋଇଥିବା ସ୍ତ୍ରୀ

ଉଦାହରଣ : ଦୁଶ୍ଚରିତ୍ରାମାନଙ୍କୁ ଆମ ସମାଜ ମାନ୍ୟତା ଦିଏ ନାହିଁ

ସମକକ୍ଷ : ଦୁରାଚାରିଣୀ, ଦୁଶ୍ଚରିତା

चरित्र से गिरी हुई औरत।

पतिताओं को हमारा समाज मान्यता नहीं देता।
दुराचारिणी, दुश्चरिता, दुश्चरित्रा, पतिता, बट्टेबाज, बट्टेबाज़

ଦୁଶ୍ଚରିତ୍ରା   ବିଶେଷଣ

ଅର୍ଥ : ଖରାପ ଚରିତ୍ରହୀନା

ଉଦାହରଣ : ଦୁରାଚାରିଣୀ ସ୍ତ୍ରୀ ସମାଜରେ କେବେ ସନ୍ମାନନୀୟ ହୁଏ ନାହିଁ

ସମକକ୍ଷ : ଦୁରାଚାରିଣୀ, ଦୁଶ୍ଚରିତା, ଶୀଳହୀନା

बुरे चरित्र वाली।

पतिता स्त्री समाज में कभी सम्माननीय नहीं होती।
दुराचारिणी, दुश्चरिता, दुश्चरित्रा, पतिता, शीलहीना