ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୁର୍ଭିକ୍ଷ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୁର୍ଭିକ୍ଷ   ବିଶେଷ୍ୟ

ଅର୍ଥ : ଖାଦ୍ୟର ଅଭାବରେ ଲୋକେ ଭୋକରେ ମରୁଥିବା ଅବସ୍ଥା

ଉଦାହରଣ : ଦୈବୀ ଆପଦ କାରଣରୁ ବହୁତ ଗ୍ରାମବାସୀ ଦୁର୍ଭିକ୍ଷର ଶିକାର ହୋଇଗଲେ

ସମକକ୍ଷ : ଅନାହର ମୃତ୍ୟୁ

वह अवस्था जिसमें लोग अन्न के अभाव में भुखों मरते हों।

दैवी आपदा के कारण बहुत से ग्रामीण भुखमरी के शिकार हो गये।
आहारविरह, भुखमरी

A state of extreme hunger resulting from lack of essential nutrients over a prolonged period.

famishment, starvation

ଅର୍ଥ : ଅନ୍ନର ଅଭାବ

ଉଦାହରଣ : ଦୁର୍ଭିକ୍ଷରେ ସେ ଉଚ୍ଛିଷ୍ଟ ଖାଇ ଜୀବିତ ଥିଲେ

अन्न की कमी।

दुर्भिक्ष में वह जूठन खाकर जीवित रहा।
दुर्भिक्ष

A severe shortage of food (as through crop failure) resulting in violent hunger and starvation and death.

famine

ଅର୍ଥ : ଏଭଳି ସମୟ ଯେତେବେଳେ ବହୁତ କଷ୍ଟରେ ଅନ୍ନ ମିଳେ

ଉଦାହରଣ : ଦୁର୍ଭିକ୍ଷରୁ ରକ୍ଷା ପାଇବାପାଇଁ ସରକାର ଏକ ନୂଆ ଯୋଜନା ତିଆରି କରୁଛନ୍ତି

ସମକକ୍ଷ : ଅକାଳ

ऐसा समय जिसमें अतिवृष्टि या अनावृष्टि के कारण अन्न बहुत ही कठिनता से मिले या अन्न की कमी हो।

अकाल से निपटने के लिये सरकार एक नई योजना बना रही है।
अकाल, अनाकाल, ठोहर, दुर्भिक्ष, दुष्काल, मन्वंतर, मन्वन्तर