ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅକାଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅକାଳ   ବିଶେଷ୍ୟ

ଅର୍ଥ : ଯେଉଁ ସମୟ ଠିକ କିମ୍ବା ଉପଯୁକ୍ତ ହୁଏ ନାହିଁ

ଉଦାହରଣ : ସେ ଧୈର୍ଯ୍ୟର ସହିତ ଜୀବନରେ ଆସିଥିବା ଅକାଳକୁ ମୁକାବିଲା କଲା

ସମକକ୍ଷ : ଅସମୟ, ଦୁଃସମୟ

ऐसा समय जो ठीक या उपयुक्त न हो।

उसने धैर्य के साथ जीवन में आए अकाल का सामना किया।
अकाल

ଅର୍ଥ : ଏଭଳି ସମୟ ଯେତେବେଳେ ବହୁତ କଷ୍ଟରେ ଅନ୍ନ ମିଳେ

ଉଦାହରଣ : ଦୁର୍ଭିକ୍ଷରୁ ରକ୍ଷା ପାଇବାପାଇଁ ସରକାର ଏକ ନୂଆ ଯୋଜନା ତିଆରି କରୁଛନ୍ତି

ସମକକ୍ଷ : ଦୁର୍ଭିକ୍ଷ

ऐसा समय जिसमें अतिवृष्टि या अनावृष्टि के कारण अन्न बहुत ही कठिनता से मिले या अन्न की कमी हो।

अकाल से निपटने के लिये सरकार एक नई योजना बना रही है।
अकाल, अनाकाल, ठोहर, दुर्भिक्ष, दुष्काल, मन्वंतर, मन्वन्तर

ଅକାଳ   ବିଶେଷଣ

ଅର୍ଥ : ଯେ ନିର୍ଦ୍ଧାରିତ ସମୟର ପୂର୍ବରୁ ବା ପରେ ହୁଏ

ଉଦାହରଣ : ରାମର ଅସମୟ ମୃତ୍ୟୁରେ ସାରା ପରିବାର ଶୋକଗ୍ରସ୍ତ ହୋଇପଡ଼ିଲେ

ସମକକ୍ଷ : ଅକାଳିକ, ଅସମୟଅସାମୟିକ, ଅସମୟୋଚିତ

जो नियत समय से पूर्व या बाद में हो।

राम की असामयिक मृत्यु से पूरा परिवार शोक संतप्त था।
अकालिक, असमय, असमयोचित, असामयिक, आकालिक, बेवक्त

Uncommonly early or before the expected time.

Illness led to his premature death.
Alcohol brought him to an untimely end.
premature, untimely