ଅର୍ଥ : ଖରାପ କଥା ସମ୍ପର୍କରେ ବିଚାର କରୁଥିବା କ୍ରିୟା
ଉଦାହରଣ :
ଦୁଶ୍ଚିନ୍ତାରେ ମନୁଷ୍ୟର ଚିନ୍ତା ନକାରାତ୍ମକ ହୋଇଯାଏ ସେ ଖଟ ଉପରେ ପଡ଼ିପଡ଼ି ନିଜର ସାରାଦିନ ଦୁଶ୍ଚିନ୍ତାରେ ହିଁ କଟାଇଦିଏ
ସମକକ୍ଷ : ଦୁଶ୍ଚିନ୍ତତା, ଦୁଶ୍ଚିନ୍ତନ, ଦୁଶ୍ଚିନ୍ତା
ଅର୍ଥ : ଖରାପ ଭାବନା
ଉଦାହରଣ :
ନିଜ ମନରେ କେବେ ବି କାହାପ୍ରତି ଦୁର୍ଭାବନା ରଖନାହିଁ
ସମକକ୍ଷ : ଅସଦ୍ଭାବନା, କୁଭାବନା