ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୁର୍ବୋଧ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୁର୍ବୋଧ୍ୟ   ବିଶେଷଣ

ଅର୍ଥ : ଯାହା ସହଜରେ ବୁଝି ହୁଏ ନାହିଁ

ଉଦାହରଣ : ତାଙ୍କ ଭାଷଣ ଅତି ଦୁର୍ବୋଧ୍ୟ ଥିଲା

जो आसानी या सहजता से न समझा जा सके।

प्रश्न हल करने की यह सबसे दुर्ग्राह्य प्रक्रिया है।
अलेख, अलेखा, अविज्ञेय, असुगम, क्लिष्ट, दुर्ग्रह, दुर्ग्राही, दुर्ग्राह्य, दुर्ज्ञेय, दुर्बोध

ଅର୍ଥ : ଯେଉଁଥିରେ ବହୁତ ହେରଫେର୍ ବା ପେଞ୍ଚ ଅଛି ଏବଂ ସେଥିପାଇଁ ଯାହା ଶୀଘ୍ର ବୁଝିହୁଏନାହିଁ

ଉଦାହରଣ : ଏହା ଦୁର୍ବୋଧ୍ୟ ମାମଲା, ଏହାର ସମାଧାନ ବାହାର କରିବା କଠିନ

ସମକକ୍ଷ : ଅତିଗୂଢ଼, ଦୁରୂହ

जिसमें बहुत हेर-फेर या पेंच हो और जो इसलिए जल्दी समझ में न आये।

यह दुर्बोध्य मामला है,इसका समाधान निकालना कठिन है।
अति गूढ़, अवगाह, अवरेबदार, अवरेबी, औरेबदार, औरेबी, गंभीर, दुरूह, दुर्बोध्य, पेंचदार, पेचदार, पेचीदा, पेचीला