ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୁର୍ଗନ୍ଧ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୁର୍ଗନ୍ଧ   ବିଶେଷ୍ୟ

ଅର୍ଥ : ଖରାପ ଗନ୍ଧ

ଉଦାହରଣ : ପ୍ରତିଦିନ ନ ଗାଧେଇବାରୁ ତା ଦେହରୁ ଦୁର୍ଗନ୍ଧ ବାହାରୁଛି

बुरी गंध या महक।

प्रतिदिन न नहाने के कारण उसके शरीर से दुर्गंध आ रही है।
असौध, दुर्गंध, दुर्गन्ध, दौर्गंधि, दौर्गंध्य, पूति, पूतिगंध, पूतिगंधि, पूतिगन्ध, पूतिगन्धि, बदबू, बू

A distinctive odor that is offensively unpleasant.

fetor, foetor, malodor, malodour, mephitis, reek, stench, stink

ଅର୍ଥ : ସଢ଼ିଯାଇଥିବା ଶସ୍ୟରୁ ବାହାରୁଥିବା ଗନ୍ଧ

ଉଦାହରଣ : ଡୋଲି ଭିତରୁ ପଚାଳିଆଗନ୍ଧ ବାହାରୁଛି

ସମକକ୍ଷ : ପଚାଗନ୍ଧ, ପଚାଳିଆଗନ୍ଧ

सड़े हुए अनाज में से आनेवाली गंध।

बखार में से भकराँध आ रही है।
भकराँध

ଅର୍ଥ : ହାଲୁକା ଦୁର୍ଗନ୍ଧ

ଉଦାହରଣ : ବହୁତ ସମୟଧରି କଟାହୋଇ ରହିଥିବା ପିଆଜରୁ ଦୁର୍ଗନ୍ଧ ଆସୁଛି

हल्की अरुचिकर गंध।

बहुत देर से काटकर रखे हुए प्याज़ से हीक आ रही है।
हीक