ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୁଃସ୍ଥତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୁଃସ୍ଥତା   ବିଶେଷ୍ୟ

ଅର୍ଥ : ଦୁଃସ୍ଥ ବା ଦୁର୍ଦଶାଗ୍ରସ୍ତ ହେବାର ଅବସ୍ଥା ବା ଭାବ

ଉଦାହରଣ : ଦୁଃସ୍ଥତାକୁ ସୁସ୍ଥତାରେ ବଦଳେଇବା ଆମର କାମ

ସମକକ୍ଷ : ଦାରିଦ୍ରୟତା

बदहाल या दुर्दशाग्रस्त होने की अवस्था या भाव।

बदहाली को खुशहाली में बदलना हमारा कर्तव्य है।
खस्ताहाली, दुर्दशाग्रस्तता, फटीचरपन, फटेहाली, बदहाली, बेहाली

A situation from which extrication is difficult especially an unpleasant or trying one.

Finds himself in a most awkward predicament.
The woeful plight of homeless people.
plight, predicament, quandary