ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୀକ୍ଷାନ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୀକ୍ଷାନ୍ତ   ବିଶେଷ୍ୟ

ଅର୍ଥ : ଯେଉଁ ଅବଭୃଥ ଯଜ୍ଞ ବା ସ୍ନାନ ଯାହା କୌଣସି ଯଜ୍ଞର ଶେଷରେ ସେଥିରେ ହୋଇଥିବା ସବୁ ତ୍ରୁଟି ବା ଦୋଷର ଶାନ୍ତି କରିବାପାଇଁ କରାଯାଇଥାଏ

ଉଦାହରଣ : ଋଷିମାନେ ରାଜାଙ୍କର ଦୀକ୍ଷାନ୍ତ କରାଇଲେ

ସମକକ୍ଷ : ଦୀକ୍ଷାଂତ

वह अवभृथ यज्ञ या स्नान जो किसी यज्ञ के अंत में उसकी त्रुटियों या दोषों की शांति के लिए हो।

ऋषियों ने राजा का दीक्षांत करवाया।
दीक्षांत, दीक्षान्त

The public performance of a sacrament or solemn ceremony with all appropriate ritual.

The celebration of marriage.
celebration, solemnisation, solemnization

ଅର୍ଥ : କୌଣସି ମହାବିଦ୍ୟାଳୟରେ ପଢ଼ାର ସଫଳତା ପୂର୍ବକ ଶେଷ

ଉଦାହରଣ : ଏ ବର୍ଷ ଦୀକ୍ଷାନ୍ତ ସମାରୋହରେ ମାନନୀୟ ପ୍ରାଚାର୍ଯ୍ୟ ଭଟ୍ଟାଚାର୍ଯ୍ୟ ମହୋଦୟ ଅଧ୍ୟକ୍ଷତା କରିଥିଲେ

किसी महाविद्यालय की पढ़ाई का सफलतापूर्वक अंत।

वह दीक्षांत के बाद नौकरी करने लगा।
दीक्षांत, दीक्षान्त

The act of convoking.

calling together, convocation