ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦିମାକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦିମାକ   ବିଶେଷ୍ୟ

ଅର୍ଥ : କପାଳ ଭିତରରସ୍ଥ କେନ୍ଦ୍ରୀୟ ତନ୍ତ୍ରର ସେହି ଭାଗ ଯାହା ଗୋଟିଏ ବଡ଼ କୋମଳ ପିଣ୍ଡ ତଥା ଅଗ୍ରମସ୍ତିଷ୍କ, ମଧ୍ୟମସ୍ତିଷ୍କ, ଏବଂ ପଛମସ୍ତିଷ୍କ ସହିତ ମିଶି ତିଆରି ହୋଇଥାଏ

ଉଦାହରଣ : ମସ୍ତିଷ୍କର ସଂରଚନା ବହୁତ ଜଟିଳ

ସମକକ୍ଷ : ମଗଜ, ମସ୍ତିଷ୍କ

कपाल के भीतर केंद्रीय तंत्रिकातंत्र का वह भाग जो एक बड़ा कोमल पिंड होता है तथा अग्रमस्तिष्क, मध्यमस्तिष्क एवं पश्चमस्तिष्क से मिलकर बना होता है।

मस्तिष्क की संरचना बहुत जटिल होती है।
गूदा, दिमाग, दिमाग़, ब्रेन, भेजा, मगज, मस्तिष्क, स्नेह