ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ସମୟରେ ଦିନ ସରିଆସୁଥାଏ ଓ ରାତି ଆରମ୍ଭ ହେଉଥାଏ
ଉଦାହରଣ : ସଂଧ୍ୟା ହେବାମାତ୍ରେ ସେ ଘରୁ ବାହାରି ପଡ଼ିଲେ
ସମକକ୍ଷ : ଦିନାବସାନ, ସଂଧ୍ୟା, ସଞ୍ଜ, ସାୟଂକାଳ
वह समय जब दिन का अंत और रात का आरंभ होने को होता है।
The latter part of the day (the period of decreasing daylight from late afternoon until nightfall).
ସଂସ୍ଥାପନ କରନ୍ତୁ