ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦିନାବସାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦିନାବସାନ   ବିଶେଷ୍ୟ

ଅର୍ଥ : ଯେଉଁ ସମୟରେ ଦିନ ସରିଆସୁଥାଏ ଓ ରାତି ଆରମ୍ଭ ହେଉଥାଏ

ଉଦାହରଣ : ସଂଧ୍ୟା ହେବାମାତ୍ରେ ସେ ଘରୁ ବାହାରି ପଡ଼ିଲେ

ସମକକ୍ଷ : ଦିବସାନ୍ତ, ସଂଧ୍ୟା, ସଞ୍ଜ, ସାୟଂକାଳ

वह समय जब दिन का अंत और रात का आरंभ होने को होता है।

शाम होते ही वह घर से निकल पड़ा।
अवसान, अस्तमनबेला, दिनावसान, दिवसविगम, दिवसांत, निशादि, निशामुख, वैकाल, शाम, संध्या, संध्याकाल, सरेशाम, साँझ, सायं, सायंकाल

The latter part of the day (the period of decreasing daylight from late afternoon until nightfall).

He enjoyed the evening light across the lake.
eve, even, evening, eventide