ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦିପାଖିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦିପାଖିଆ   ବିଶେଷଣ

ଅର୍ଥ : କୌଣସି ଝଗଡ଼ା ଆଦିରେ ଯେ ଦୁଇପକ୍ଷଙ୍କ ତରଫରୁ ଥାଆନ୍ତି

ଉଦାହରଣ : ଆମକୁ ଦିତରଫା ବ୍ୟକ୍ତିଙ୍କ ଉପରେ ବିଶ୍ୱାସ କରିବା ଉଚିତ ନୁହେଁ

ସମକକ୍ଷ : ଦିଆଡ଼ିଆ, ଦିତରଫା, ଦିପଟିଆ

जो किसी झगड़े आदि में दोनों पक्षों की ओर से रहे।

हमें दुतरफे व्यक्ति पर विश्वास नहीं करना चाहिए।
दुतरफ़ा, दुतरफा, दुतर्फ़ा, दुतर्फा, दोतरफ़ा, दोतरफा, दोतर्फ़ा, दोतर्फा

ଅର୍ଥ : ଧୋକା ଦେବାର ଅଭ୍ୟାସରୁ କରାଯାଉଥିବା

ଉଦାହରଣ : ତାଙ୍କର ଦୋମୁଁହା କାଇଦା ଆମେ ବୁଝି ଗଲୁ ଓ ତାଙ୍କଠୁଁ ସାବଧାନ ହୋଇଗଲୁ

ସମକକ୍ଷ : ଦୋମୁଁହା, ଦୋରଙ୍ଗୀ

धोखा देने के नियत से किया जाने वाला।

उसकी दुहरी चाल हम समझ गए और उससे सावधान हो गए।
दुरंगा, दुहरा, दोरंगा, दोहरा