ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦିଗ୍ଗଜ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦିଗ୍ଗଜ   ବିଶେଷ୍ୟ

ଅର୍ଥ : ପୁରାଣ ଅନୁସାରେ ଆଠଦିଗରୁ ପୃଥିବୀକୁ ଚାପି ଧରିଥିବା ଏବଂ ତାର ସୁରକ୍ଷା କରୁଥିବା ଆଠଟି ହାତୀ

ଉଦାହରଣ : ଐରାବତ ନାମକ ଦିଗ୍ଗଜ ପୂର୍ବ ଦିଗର ସୁରକ୍ଷା କରେ

पुराणानुसार वे आठों गज जो आठों दिशाओं में पृथ्वी को दबाये रखते हुए उन दिशाओं की रक्षा करते हैं।

पूर्व दिशा की रक्षा ऐरावत नामक दिग्गज करता है।
आशागज, दिक्करी, दिग्गज, दिग्गयंद, दिशागज, दिशेभ, महागज

An imaginary being of myth or fable.

mythical being

ଦିଗ୍ଗଜ   ବିଶେଷଣ

ଅର୍ଥ : ବହୁତ ବଡ଼,ଜଣାଶୁଣା ବା ଓଜନିଆ

ଉଦାହରଣ : ଆଞ୍ଚଳିକ କୁସ୍ତି ପ୍ରତିଯୋଗିତାରେ ବହୁତ ଦିଗ୍ଗଜ ପହିଲିମାନ ଭାଗ ନେଉଛନ୍ତି

ସମକକ୍ଷ : ବିଖ୍ୟାତ

बहुत बड़ा, जाना-माना या भारी।

क्षेत्रीय कुश्ती प्रतियोगिता में कई दिग्गज पहलवान भाग ले रहे हैं।
दिग्गज