ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦାନ୍ତୁରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦାନ୍ତୁରା   ବିଶେଷଣ

ଅର୍ଥ : ଯାହାର ଦାନ୍ତ ଲମ୍ବା

ଉଦାହରଣ : ସାନ ପୁଅ ସିନେମାରେ ଏକ ବିଶାଳକାୟ ଏବଂ ବଡ଼ଦାନ୍ତଦାନ୍ତୁରା ପଶୁକୁ ଦେଖି ଡରିଗଲା

ସମକକ୍ଷ : ବଡ଼ଦାନ୍ତ

जिसके दाँत लंबे हों।

छोटा लड़का फिल्म में एक विशालकाय और दीर्घरद जानवर को देखकर डर गया।
दीर्घरद

ଅର୍ଥ : ଯାହାର ଦାନ୍ତ ଆଗକୁ ବାହରିଛି

ଉଦାହରଣ : ଗଣ୍ଡା, ଘୁଷୁରି ଆଦି ଦାନ୍ତୁରା ପଶୁ

जिसके दाँत आगे को निकले हों (पशु)।

गैंडा, सूअर आदि खँगहे पशु हैं।
खँगहा

ଅର୍ଥ : ଯେଉଁଥିରେ ଦାନ୍ତି ତିଆରି ହୋଇଥାଏ

ଉଦାହରଣ : ଏହା ଦାନ୍ତୁରା କରତ

ସମକକ୍ଷ : ଦାନ୍ତୁଆ

जिसमें दाँते बने हों।

यह हँसुआ दाँतेदार है।
दाँतेदार

Notched like a saw with teeth pointing toward the apex.

notched, saw-toothed, serrate, serrated, toothed