ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦାନୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦାନୀ   ବିଶେଷ୍ୟ

ଅର୍ଥ : ଯିଏ ଦାନ କରିବାକୁ ପଛାଏ ନାହିଁ

ଉଦାହରଣ : କର୍ଣ୍ଣ ବହୁତ ବଡ଼ ଦାନୀ ଥିଲେ

ସମକକ୍ଷ : ଦାତା, ଦାନକର୍ତ୍ତା, ଦାନବୀର

वह जो दान करने में कभी पीछे न हटता हो।

कर्ण बहुत बड़ा दानी था।
आज भी दानियों की कमी नहीं है।
दाक, दाता, दातार, दानकर्ता, दानवीर, दानी, दायक

Person who makes a gift of property.

bestower, conferrer, donor, giver, presenter

ଦାନୀ   ବିଶେଷଣ

ଅର୍ଥ : ଯେ ବହୁତ ଦାନ ଦେଉଛି

ଉଦାହରଣ : ଦାନୀ କର୍ଣ୍ଣଙ୍କ ଦାନବୀରତା ବିଶ୍ୱପ୍ରସିଦ୍ଧ

ସମକକ୍ଷ : ଦାତା, ଦାନବୀର, ଦାନଶୀଳ

जो दान देता हो।

दानी कर्ण की दानवीरता विश्व प्रसिद्ध है।
उदात्त, उदार, करीम, दरियादिल, दाता, दातृ, दानकर्ता, दानशील, दानी, दायक, देवैया, सुदोघ