ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦାଗ ଦେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦାଗ ଦେବା   କ୍ରିୟାପଦ

ଅର୍ଥ : କୌଣସି ବସ୍ତୁ ଆଦି ଉପରେ ଗାର ଆଦିରେ ଚିହ୍ନ କରିବା

ଉଦାହରଣ : ସେ ଦୋକାନର ପ୍ରତ୍ୟେକ ବସ୍ତୁ ଉପରେ ଚିହ୍ନ କଲା

ସମକକ୍ଷ : ଚିହ୍ନ କରିବା, ଚିହ୍ନ ଦେବା

किसी वस्तु आदि पर लकीर आदि से निशान बनाना।

उसने दूकान की हर वस्तु पर चिह्न बनाया।
अवलेखना, चिह्न बनाना, निशान बनाना

Make or leave a mark on.

The scouts marked the trail.
Ash marked the believers' foreheads.
mark