ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବିଶେଷକରି ଘାସ, ଫସଲଆଦି କାଟିବା କାମରେ ଆସୁଥିବା ଏକ ହତିଆର
ଉଦାହରଣ : ସେ ଦାଆରେ ଧାନ କାଟୁଛି
ସମକକ୍ଷ : ହଂସୁଆ
एक औज़ार जो विशेषकर घास, फसल आदि काटने के काम में आता है।
An edge tool for cutting grass or crops. Has a curved blade and a short handle.
ଅର୍ଥ : ଗୋରୁମାନଙ୍କ ପାଇଁ ଗୋଖାଦ୍ୟ ବା ଘାସ କାଟିବା ଉପକରଣ
ଉଦାହରଣ : କୃଷକ ଦାଆର ଧାର କରାଉଛନ୍ତି
ସମକକ୍ଷ : ଦା
चौपायों का चारा या घास काटने का उपकरण।
ଅର୍ଥ : ଦାଆ ଭଳି ଏକ ପ୍ରକାରର ଉପକରଣ ଯାହ ଘାସ,ଛୋଟ ଗଛ, ଫସଲଆଦି କାଟିବା କାମରେ ଆସେ
ଉଦାହରଣ : କମାର ଦାଆରେ ଧାର କରୁଛି
ସମକକ୍ଷ : ଦା’
हँसिए की तरह का एक औजार जो घास, वनस्पति, फसल आदि काटने के काम में आता है।
ଅର୍ଥ : ଏକ ପ୍ରକାରର ଦାନ୍ତି
ଉଦାହରଣ : ଦାଆ ଝାଟି କାଟିବାପାଇଁ ବ୍ୟବହାର କରାଯାଏ
एक प्रकार की दाँती।
ଅର୍ଥ : ଏକ କଟା ଉପକରଣ
ଉଦାହରଣ : ଦାଆରେ ଘାସ କଟାଯାଏ
एक कटाई उपकरण।
ଅର୍ଥ : ହଁସୁଆ ଭଳି ଉପକରଣ ଯେଉଁଥିରେ ଦାନ୍ତ ଥାଏ
ଉଦାହରଣ : କୃଷକ ଦାଆରେ ଘାସ କାଟୁଛି
हँसुए की तरह का वह उपकरण जिसमें दाँतें होते हैं।
ସଂସ୍ଥାପନ କରନ୍ତୁ