ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦସ୍ୟୁତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦସ୍ୟୁତା   ବିଶେଷ୍ୟ

ଅର୍ଥ : ଦସ୍ୟୁ ହେବାର ଅବସ୍ଥା ବା ଭାବ

ଉଦାହରଣ : ବାଲ୍ମୀକି ଦସ୍ୟୁତା ଛାଡ଼ି ତପ କଲେ

ସମକକ୍ଷ : ଦସ୍ୟୁପଣ

दस्यु होने की अवस्था या भाव।

वाल्मीकि ने दस्युता त्यागकर तप किया।
दस्युता, दस्युपन, लुटेरापन

The practice of plundering in gangs.

banditry

ଅର୍ଥ : କ୍ରୁର ସ୍ୱଭାବ

ଉଦାହରଣ : ଯେତେବେଳେ କଂସର ରାକ୍ଷସପଣିଆ ସୀମା ଟପିଲା ସେତେବେଳେ ସେ ତା ପିତାଙ୍କୁ ବନ୍ଦୀ କଲା

ସମକକ୍ଷ : ରାକ୍ଷସପଣିଆ

क्रूर स्वभाव।

कंस की दस्युता उस समय परवान चढ़ी जब उसने अपने पिता को बंदी बना लिया।
दस्युता, राक्षसपन

The quality of evil by virtue of villainous behavior.

villainousness, villainy