ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦଲାଲ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦଲାଲ   ବିଶେଷ୍ୟ

ଅର୍ଥ : ବେଶ୍ୟା ବା ଛିଣ୍ଡାଳି ସ୍ତ୍ରୀମାନଙ୍କର ଦଲାଲି କରୁଥିବା ବ୍ୟକ୍ତି

ଉଦାହରଣ : କେତେକ ଭାଡ଼ୁଆ ନିରୀହା ଝିଅଙ୍କୁ ନିଜର ଶିକାର ବନାନ୍ତି

ସମକକ୍ଷ : ଭାଡ଼ୁଆ

वेश्याओं या छिनाल स्त्रियों की दलाली करने वाला व्यक्ति।

कुछ भड़ुआ मासूम लड़कियों को अपना शिकार बनाते हैं।
कुटना, गुमाश्ता, टाल, दलाल, नाज़िर, नाजिर, भड़वा, भड़ुआ, भड़ुवा

Someone who procures customers for whores (in England they call a pimp a ponce).

fancy man, pandar, pander, panderer, pimp, ponce, procurer

ଅର୍ଥ : ଦୋକାନି ସହ ସାମିଲ୍‌ ହୋଇଥିବା ଦଲାଲ

ଉଦାହରଣ : ଦଲାଲର କଥାରେ ପଡ଼ିବାରୁ ମୁଁ ଦୋକାନି ଦ୍ୱାରା ଠକିଗଲି

दुकानदार से मिला हुआ दलाल।

लाढ़िया के चक्कर में आने के कारण हम दुकानदार द्वारा ठगे गए।
लाढ़िया

ଅର୍ଥ : ସଉଦା କିଣିବା ବା ବିକିବାବେଳେ ଯେଉଁଲୋକ କିଛି ପାରିଶ୍ରମିକ ନେଇ ସାହାଯ୍ୟ କରେ

ଉଦାହରଣ : ଦଲାଲ ମାଧ୍ୟମରେ ମୁଁ ଏହି ଗାଡ଼ି କିଣିଛି

ସମକକ୍ଷ : ଏଜେଣ୍ଟ

वह जो कुछ पारिश्रमिक लेकर लोगों को सौदा खरीदने या बेचने में सहायता देता हो।

यह गाड़ी हमने दलाल के माध्यम से खरीदी।
एजेंट, एजेन्ट, दलाल, ब्रोकर

A businessman who buys or sells for another in exchange for a commission.

agent, broker, factor