ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦର୍ଶନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦର୍ଶନ   ବିଶେଷ୍ୟ

ଅର୍ଥ : ଶ୍ରଦ୍ଧା, ଭକ୍ତି, ଓ ବିନମ୍ରତାପୂର୍ବକ ଦେବତା, ଦେବମୂର୍ତ୍ତି ଅଥବା ବଡ଼ମାନଙ୍କୁ କରାଯାଉଥିବା ସାକ୍ଷାତକାର

ଉଦାହରଣ : ଆମେ ମହାତ୍ମାଜୀଙ୍କ ଦର୍ଶନ କରିବାପାଇଁ ଯାଉଛୁ

श्रद्धा, भक्ति और विनम्रतापूर्वक देवता, देवमूर्ति अथवा बड़ों से किया जाने वाला साक्षात्कार।

हम महात्माजी के दर्शन करने जा रहे हैं।
दरशन, दरसन, दर्शन

ଅର୍ଥ : ଆଖିରେ କୌଣସି ବ୍ୟକ୍ତି,ବସ୍ତୁ ଆଦିର ହେଉଥିବା ବୋଧ

ଉଦାହରଣ : କାମର ବ୍ୟସ୍ତତା କାରଣରୁ ଏକ ମାସ ହେଲା ବାପାଙ୍କ ଦର୍ଶନ ହୋଇନାହିଁ

किसी व्यक्ति, वस्तु आदि का नेत्रों के द्वारा होने वाला बोध।

लोग भगवान के दर्शन के लिए मंदिर जाते हैं।
अवलोक, आलोक, ज़ियारत, जियारत, दरश, दरशन, दरसन, दर्श, दर्शन, दीदार, निध्यान, निशामन

The act of looking or seeing or observing.

He tried to get a better view of it.
His survey of the battlefield was limited.
sight, survey, view

ଅର୍ଥ : ସେହି ବିଚାରଧାରା ଯେଉଁଥିରେ ପ୍ରକୃତି,ଆତ୍ମା,ପରମାତ୍ମା ଓ ଜୀବନର ଅନ୍ତିମ ଲକ୍ଷ୍ୟ ଆଦିର ବିବେଚନା ହୋଇଥାଏ

ଉଦାହରଣ : ବୌଦ୍ଧ ଦର୍ଶନ ଅନୁସାରେ ସଂସାର କ୍ଷଣଭଙ୍ଗୁର

वह विचारधारा जिसमें प्रकृति,आत्मा,परमात्मा और जीवन के अंतिम लक्ष्य आदि का विवेचन होता है।

बौद्ध दर्शन के अनुसार संसार क्षणभंगुर है।
अपरिज्ञान, तत्वज्ञान, दर्शन

A belief (or system of beliefs) accepted as authoritative by some group or school.

doctrine, ism, philosophical system, philosophy, school of thought