ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦରବାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦରବାର   ବିଶେଷ୍ୟ

ଅର୍ଥ : କୌଣସି ଶାସକ ଅବା ରାଜକୁମାରଙ୍କ ପରିବାର ବା ଅନୁଚରବର୍ଗ

ଉଦାହରଣ : ରାଜଦରବାରରେ ସମସ୍ତ ଲୋକ ଏହି ସମାରୋହରେ ଭାଗ ନେଇଛନ୍ତି

ସମକକ୍ଷ : କୋର୍ଟ, ରାଜଦରବାର

किसी शासक या राजकुमार का परिवार और अनुचर वर्ग।

राजदरबार के सभी लोग इस समारोह में भाग ले रहे हैं।
कोर्ट, दरबार, राजदरबार

The family and retinue of a sovereign or prince.

court, royal court

ଅର୍ଥ : ଶାସକ ଅବା ତାଙ୍କର ସମର୍ଥକ ଯାହାଙ୍କ ହାତରେ କୌଣସି ରାଜ୍ୟର ପ୍ରଶାସନ ରହିଥାଏ

ଉଦାହରଣ : ରାଜଦରବାର ଜନତାଙ୍କ ଲାଗି ଗୋଟିଏ ଅଧିସୂଚନା ଜାରି କଲା

ସମକକ୍ଷ : କୋର୍ଟ, ରାଜଦରବାର

शासक और उसके सलाहकार जिनके हाथ में किसी राज्य का प्रशासन होता है।

राजदरबार ने जनता के लिए एक अधिसूचना जारी की है।
कोर्ट, दरबार, राजदरबार

The sovereign and his advisers who are the governing power of a state.

court, royal court

ଅର୍ଥ : ରାଜା ମହାରାଜା ଯେଉଁଠାରେ ନିଜ ସର୍ଦ୍ଦାର ବା ସହଯୋଗୀମାନଙ୍କ ସାଥିରେ ବସୁଥିଲେ

ଉଦାହରଣ : ରାଜା -ମହାରାଜାଙ୍କ ଦରବାରରେ କବି, ଗାୟକଆଦି ଉପସ୍ଥିତ ରହୁଥିଲେ

ସମକକ୍ଷ : ରାଜଦରବାର

वह स्थान जहाँ राजा-महाराजा अपने सरदारों या मुसाहबों के साथ बैठते थे।

राजा-महाराजा के दरबार में कवि, गायक आदि उपस्थित रहते थे।
आस्थान मंडप, आस्थान मण्डप, आस्थान-मंडप, आस्थान-मण्डप, आस्थानी, दरबार, राज-दरबार, राजदरबार

The room in the palace of a native prince of India in which audiences and receptions occur.

durbar