ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦମ୍ଭ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦମ୍ଭ   ବିଶେଷ୍ୟ

ଅର୍ଥ : ଦର୍ପ ବା ଦମ୍ଭରେ ପୂର୍ଣ୍ଣ ହେବାର ଅବସ୍ଥା ବା ଭାବ

ଉଦାହରଣ : ଆପଣଙ୍କ ଅହଂକାର କାରଣରୁ ଶ୍ରମିକମାନେ କାମ ଛାଡ଼ି ପଳେଇଗଲେ

ସମକକ୍ଷ : ଅହଂକାର, ଗର୍ବ, ଦମ୍ଭପୂର୍ଣ୍ଣତା, ଦର୍ପ, ଦର୍ପପୂର୍ଣ୍ଣତା

दर्प या दंभ से भरे होने की अवस्था या भाव।

आपकी दर्पिता के कारण मज़दूर काम छोड़कर चले गये।
दंभपूर्णता, दंभिता, दर्पपूर्णता, दर्पिता

Overbearing pride evidenced by a superior manner toward inferiors.

arrogance, haughtiness, hauteur, high-handedness, lordliness

ଅର୍ଥ : ବଡ଼ପଣିଆ ଦେଖାଇବା ବା ପ୍ରୟୋଜନ ସିଦ୍ଧ କରିବା ନିମନ୍ତେ ମିଛ ଆଡ଼ମ୍ବର

ଉଦାହରଣ : ସେ ସବୁବେଳେ ନିଜର ବଡ଼ଲୋକୀ ପଣିଆ ଦେଖାଏ

ସମକକ୍ଷ : ଦର୍ପ, ପଣିଆ

महत्व दिखाने या प्रयोजन सिद्ध करने के निमित्त झूठा आडम्बर।

वह अपनी अमीरी के दंभ से लोगों को प्रभावित करना चाहता है।
दंभ, दम्भ

The trait of condescending to those of lower social status.

snobbery, snobbishness, snobbism