ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦମକଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦମକଳ   ବିଶେଷ୍ୟ

ଅର୍ଥ : ଯେଉଁ ଯନ୍ତ୍ର ସହାୟତାରେ ପାଣି ଢଳାଯାଇ ଲାଗିଥିବା ନିଆଁ ଲିଭାଯାଏ

ଉଦାହରଣ : ଦମକଳ କର୍ମଚାରୀମାନେ ଦମକଳରେ ନିଆଁ ଲିଭାଉଛନ୍ତି

ସମକକ୍ଷ : ଅଗ୍ନିଶମ ଗାଡ଼ି

वह यंत्र जिसकी सहायता से पानी डालकर लगी हुई आग बुझाई जाती है।

दमकलकर्मी दमकल से आग बुझा रहे हैं।
अग्निशामक यंत्र, अग्निशामक-यंत्र, जल-कल, जलकल, दमकल

ଅର୍ଥ : ଯେଉଁ ଗାଡି ଉପରେ ଅଗ୍ନିନିର୍ବାପକ ଯନ୍ତ୍ର ଲଦା ହୋଇଥାଏ ବା ସେଟ ହୋଇଥାଏ

ଉଦାହରଣ : ଦମକଳ ଗାଡିର ଶବ୍ଦ ଦୂର ପର୍ଯ୍ୟନ୍ତ ଶୁଣା ଯାଏ

ସମକକ୍ଷ : ଅଗ୍ନିଶମ ଗାଡି, ଦମକଳ ଗାଡି

वह गाड़ी जिस पर अग्निशामक-यंत्र लदा या सेट होता है।

दमकल गाड़ी का भोंपू दूर तक सुनाई दे रहा था।
अग्निशामक गाड़ी, दमकल, दमकल गाड़ी

Any of various large trucks that carry firemen and equipment to the site of a fire.

fire engine, fire truck