ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦନ୍ତପଂକ୍ତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦନ୍ତପଂକ୍ତି   ବିଶେଷ୍ୟ

ଅର୍ଥ : ଦାନ୍ତର ଧାଡ଼ି ବା ଶ୍ରେଣୀ

ଉଦାହରଣ : ଶୁଭ୍ର ଦନ୍ତପଂକ୍ତି ତାଙ୍କ ହସରେ ଅଧିକ ଚମକ ଆଣିଦିଏ

दाँतों की पंक्ति या कतार।

श्वेत दंतपंक्ति उनकी हँसी में और निखार ला देती है।
दंतपंक्ति, दन्तपंक्ति, दन्तपङ्क्ति, दशनावली

ଅର୍ଥ : ଦାନ୍ତର ପଂକ୍ତି ବା ଧାଡ଼ି

ଉଦାହରଣ : ସୀତାର ଦନ୍ତପଂକ୍ତି ଡାଳିମ୍ବ ଦାନା ଭଳି

ସମକକ୍ଷ : ଦନ୍ତାବଳି

दाँतों की पंक्ति।

सीता की दंतावली अनार के दानों की तरह है।
दंतावलि, दंतावली, दाँती