ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦଜ୍ଜାଲ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦଜ୍ଜାଲ   ବିଶେଷ୍ୟ

ଅର୍ଥ : ଇସ୍‌ଲାମ ଧର୍ମ ବିଶ୍ବାସ ଅନୁସାରେ ପ୍ରଳୟ ପୂର୍ବରୁ ଯେଉଁ ବ୍ୟକ୍ତି ଜନ୍ମ ନେବ ଏବଂ ନିଜକୁ ଖୋଦ ଇଶ୍ବର ବୋଲି ମିଛ ଦାବି କରିବ

ଉଦାହରଣ : ଦଜ୍ଜାଲର ଗୋଟିଏ ଆଖି ନ ଥିବ ଏବଂ ଈସା ତାକୁ ବିନାଶ କରିବେ

इस्लाम के अनुसार वह व्यक्ति जो प्रलय के पहले जन्म लेगा और खुद को खुदा होने का झूठा दावा करेगा।

दज्जाल की एक आँख नहीं होगी और उसका खात्मा ईसा करेंगे।
दज्जाल