ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦକ୍ଷିଣାବର୍ତ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦକ୍ଷିଣାବର୍ତ୍ତ   ବିଶେଷ୍ୟ

ଅର୍ଥ : ଯେଉଁ ଶଙ୍ଖର ମୁହଁ ଦକ୍ଷିଣ ଦିଗକୁ ବୁଲିଥାଏ

ଉଦାହରଣ : ପଣ୍ଡିତ ମହାଶୟ ଦକ୍ଷିଣାବର୍ତ୍ତ ଶଙ୍ଖ ବଜାଉଛନ୍ତି

ସମକକ୍ଷ : ଦକ୍ଷିଣାବର୍ତ୍ତ ଶଙ୍ଖ

वह शंख जिसका मुख दक्षिण की तरफ़ से घूमा हो।

पंडितजी दक्षिणावर्त शंख बजा रहे हैं।
दक्षिणावर्त, दक्षिणावर्त शंख, रेवट

ଅର୍ଥ : ଯାହା ଘୂରିବା ସମୟରେ ଡାହାଣ ଆଡ଼କୁ ଗତିକରେ

ଉଦାହରଣ : ଘଣ୍ଟାର କଣ୍ଟା ସବୁବେଳେ ଦକ୍ଷିଣାବର୍ତ୍ତ ଗତିକରେ

ସମକକ୍ଷ : ଡାହାଣପଟିଆ

जो घूमते समय दाहिनी ओर से आगे बढ़ता हो।

घड़ी की सुई हमेशा दक्षिणावर्त परिभ्रमण करती है।
दक्षिणावर्त, दक्षिणावर्ती, दायाँवर्त

In the same direction as the rotating hands of a clock.

clockwise