ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦକ୍ଷିଣମାର୍ଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦକ୍ଷିଣମାର୍ଗ   ବିଶେଷ୍ୟ

ଅର୍ଥ : ପରବର୍ତ୍ତୀ ତାନ୍ତ୍ରିକ ମତାନୁସାରେ ଗୋଟିଏ ପ୍ରକାରର ଆଚାର

ଉଦାହରଣ : ଦକ୍ଷିଣମାର୍ଗରେ ବୈଦିକ,ବୈଷ୍ଣବ ଏବଂ ଶୈବମାର୍ଗ ମାର୍ଗ ଅପେକ୍ଷା ଉତ୍ତମ ପରନ୍ତୁ ବାମମାର୍ଗରେ ନିମ୍ନ କୋଟି କୁହାଯାଇଛି

ସମକକ୍ଷ : ଦକ୍ଷିଣ ପନ୍ଥ, ଦକ୍ଷିଣପନ୍ଥୀ

परवर्ती तांत्रिक मत के अनुसार एक प्रकार का आचार।

दक्षिणमार्ग को वैदिक, वैष्णव और शैवमार्ग मार्गों की अपेक्षा अच्छा परन्तु वाममार्ग से निम्न कोटि का बताया गया है।
दक्षिणपंथ, दक्षिणपन्थ, दक्षिणमार्ग

ଅର୍ଥ : ଆଧୁନିକ ରାଜନୀତିର ଯେଉଁ ବାଟ ବା ପକ୍ଷ ସାଧାରଣ ଏବଂ ବୈଧାନିକ ରୀତି ତଥା ଶାନ୍ତ ଉପାୟରେ ବିକଶିତ ହେବା ଆବଶ୍ୟକ କରେ

ଉଦାହରଣ : ଦକ୍ଷିଣମାର୍ଗ ଉଗ୍ର ଉପାୟରେ ବିପ୍ଳବ କରିବାର ବିରୋଧୀ

ସମକକ୍ଷ : ଦକ୍ଷିଣପଂଥା, ଦକ୍ଷିଣପନ୍ଥା

आधुनिक राजनीति में वह मार्ग या पक्ष जो साधारण और वैधानिक रीति तथा शांत उपायों से विकास चाहता हो।

दक्षिणमार्ग उग्र उपायों से क्रांति करने का विरोधी होता है।
दक्षिणपंथ, दक्षिणपन्थ, दक्षिणमार्ग

ଅର୍ଥ : ବୈଦିକ ଧର୍ମ ବା ମାର୍ଗ

ଉଦାହରଣ : ଦକ୍ଷିଣମାର୍ଗ ବାମମାର୍ଗର ବିପରୀତ ହୋଇଥାଏ

ସମକକ୍ଷ : ଡାହାଣ ମାର୍ଗ, ଦକ୍ଷିଣପଥ

वैदिक धर्म या मार्ग।

दक्षिणमार्ग वाममार्ग के विपरित होता है।
दक्षिणपंथ, दक्षिणपन्थ, दक्षिणमार्ग

ଅର୍ଥ : ଦକ୍ଷିଣମାର୍ଗର ଅନୁଯାୟୀ ବ୍ୟକ୍ତି

ଉଦାହରଣ : ଦକ୍ଷିଣମାର୍ଗୀଗଣ ବାମମାର୍ଗୀଙ୍କୁ ଉପରେ ବହୁତ ତିରସ୍କାର କଲେ

ସମକକ୍ଷ : ଦକ୍ଷିଣପନ୍ଥୀଦକ୍ଷିଣପଂଥୀ

दक्षिणमार्ग का अनुयायी व्यक्ति।

दक्षिणमार्गियों की वाममार्गियों से बहस छिड़ गई।
दक्षिणपंथी, दक्षिणपन्थी, दक्षिणमार्गी