ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦକ୍ଷକରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦକ୍ଷକରିବା   କ୍ରିୟାପଦ

ଅର୍ଥ : କୌଣସି କାମଆଦିରେ ନିପୁଣ କରିବା ବା ହେବା

ଉଦାହରଣ : ଅତ୍ୟଧିକ ପରିଶ୍ରମକରି ରାମ ନିଜକୁନିଜେ ଏହି କାମରେ ନିପୁଣ ହେଲା

ସମକକ୍ଷ : ଦକ୍ଷହେବା, ନିପୁଣ କରିବା, ନିପୁଣ ହେବା, ପାଇଙ୍ଗମ ହେବା, ପାରଙ୍ଗମ କରିବା, ପ୍ରବୀଣ କରିବା, ପ୍ରବୀଣ ହେବା

* किसी काम आदि में निपुण करना या बनाना।

अत्यधिक मेहनत के बाद राम ने अपने आप को इस काम में निपुण बनाया।
काबिल करना, निपुण करना, निपुण बनाना, पारंगत करना, पारंगत बनाना, प्रवीण करना, प्रवीण बनाना, सिद्ध करना

Make perfect or complete.

Perfect your French in Paris!.
hone, perfect